Monday, 28 April 2025

ଝର ଝର ହୋଇ ଗଙ୍ଗା ଝରେ ମହାଦେବଙ୍କ

ଝର ଝର ହୋଇ ଗଙ୍ଗା ଝରେ ମହାଦେବଙ୍କ ଜଟାରୁ ଫର ଫର ଉଡେ ନୀଳଚକ୍ରରେ ପତିତପାବନ ବାନା ଏହି ଶରୀର କେବଳ ଅଖିଳ ନିଖିଳ ସେବା ନିମନ୍ତେ ସ୍ୱୟଂ ଜଗନ୍ନାଥ ଆସନ୍ତି ପହଣ୍ଡି ବିଜୟରେ ଅନା ଅନା

No comments:

Post a Comment