Wednesday, 30 April 2025

କେଉଁ ଉପାୟରେ ଭେଟିବି ହେ ଗୋବିନ୍ଦ

କେଉଁ ଉପାୟରେ ଭେଟିବି ହେ ଗୋବିନ୍ଦ ଆଖି କାନ ଭାବ ଭକ୍ତି ଜ୍ଞାନ କି ଯୋଗରେ ବିକାର କରେଇ ନ ଦେଲେ ନିଷ୍କାମ କର୍ମ ସତେ ତୁମ୍ଭ ଭେଟ ନାହିଁ ମୋ ଭାଗ୍ୟରେ

No comments:

Post a Comment