Friday, 25 April 2025

କେଡେ ଘନିଷ୍ଠ କେଡେ ନିବିଡ ଜୀବ ଶିବ ସମ୍ପର୍କ

କେଡେ ଘନିଷ୍ଠ କେଡେ ନିବିଡ ଜୀବ ଶିବ ସମ୍ପର୍କ ହେ ସ୍ୱାମୀ କେମିତି ଏକାକରି ଗଲ ଏହି ପତିତକୁ କେଡେ କେଡେ ସଙ୍କଟ ମୋଚନ କରିଅଛ ସ୍ୱାମୀ ହେ କରୁଣା ସିନ୍ଧୁ ମୁହିଁ କେମିତି ଭୁଲିବି ଅତୀତକୁ

No comments:

Post a Comment