Monday, 28 April 2025

ମୁହିଁ ତୋତେ ଦେଇଦେଲେ ମନ

ମୁହିଁ ତୋତେ ଦେଇଦେଲେ ମନ କହ ପ୍ରଭୁ କିଏ ଅର୍ଜନ କରିବ ଧନ ତୁହି ସିନା ହେବୁ ଭାବରେ ସନ୍ତୁଷ୍ଠ ଅନ୍ନ ବିନା ଉଡିଯିବ ମୋର ପ୍ରାଣ

No comments:

Post a Comment