Friday, 18 April 2025

ତୁହି ହେଲେ ହେ ଗୋବିନ୍ଦ ସାମ ବେଦ

ତୁହି ହେଲେ ହେ ଗୋବିନ୍ଦ ସାମ ବେଦ ମୁହିଁ ତାହାର ସ୍ପଷ୍ଟ ତ୍ରୁଟିଶୂନ୍ୟ ଉଚ୍ଚାରଣ ତୁହି ହେଲେ ହେ ହରି ଅଷ୍ଟାଙ୍ଗ ଯୋଗ ମୁହିଁ ନିର୍ମଳ ଚିତ୍ତ ଅତି ଶୁଦ୍ଧ ଆଚରଣ

No comments:

Post a Comment