A flower with 4 petals
Tuesday, 3 June 2025
ଜନନୀ ରୂପରେ ପଣତ କାନିରେ ଢାଙ୍କି
ଜନନୀ ରୂପରେ ପଣତ କାନିରେ ଢାଙ୍କି ପାଳୁ ତୁହି ଧରା ହେ ଅନାଥ ବନ୍ଧୁ ଗୋବିନ୍ଦ ଅନ୍ତରେ ତୋ କୃପା ଗରା ଗରା ଜନକ ରୂପରେ ମହାବାହୁ ତୋଳି ବିଶ୍ୱକୁ ଅସୀମ ଅଭୟ ଅପଲକ ଚକ୍ଷୁ ବିଶାଳ ହୃଦରେ ଅଖଣ୍ଡ କୃପା ଭରା ଭରା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment