Tuesday, 3 June 2025

କୃଷ୍ଣ ଅମଳ ଅବ୍ୟୟ ଅଚ୍ୟୁତ ଅଣାକାର

କୃଷ୍ଣ ଅମଳ ଅବ୍ୟୟ ଅଚ୍ୟୁତ ଅଣାକାର କୃଷ୍ଣ ଅନାଦି ଅନନ୍ତ ଅଲେଖ ସର୍ବାକାର କୃଷ୍ଣ ଅବ୍ୟକ୍ତ ବ୍ୟକ୍ତ ହେଲେ ଅବତାର କୃଷ୍ଣ ଅଧାଗଢା ଦାରୁବ୍ରହ୍ମ ହୃଦୟ ଚୋର

No comments:

Post a Comment