Sunday, 1 June 2025

ଶିରରେ ପାଦ ରଖିବାକୁ ଯିଏ କହିଥିଲେ ରାଧାରେ

ଶିରରେ ପାଦ ରଖିବାକୁ ଯିଏ କହିଥିଲେ ରାଧାରେ ସେହି ଶ୍ୟାମ ମାଧବକୁ ମଣିଲି ମୋ ପରମ ଆଶ୍ରୟ ଶ୍ରୀବତ୍ସ ବ୍ରାହ୍ମଣ ପାଦକୁ ଯିଏ ବୋହିଛନ୍ତି ହୃଦୟରେ ସେହି ମୋହନ ବଂଶୀଙ୍କୁ ଭେଟିବି ଲାଗେ ସଂଶୟ

No comments:

Post a Comment