A flower with 4 petals
Sunday, 8 June 2025
ରବି ସୁଧାକର ନିରନ୍ତର ଉଦ୍ଭାସିତ
ରବି ସୁଧାକର ନିରନ୍ତର ଉଦ୍ଭାସିତ ଅନ୍ତରୀକ୍ଷରେ ବେନି ଭ୍ରାତା ମହା ବୈଷ୍ଣବ ଦାରୁବ୍ରହ୍ମ ଚକାଆଖି ସନ୍ଧ୍ୟା ପ୍ରଭାତରେ ସ୍ମିତ ହସନ୍ତି ଚାହିଁଣ ସୃଷ୍ଟିରେ ଲଭିଣ ସେହି ଅମୃତ ସ୍ପର୍ଶ ଉଲ୍ଲାସିତ ପ୍ରାଣପକ୍ଷୀ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment