Sunday, 8 June 2025

କିଞ୍ଚିତ ସୁଶୀତଳ ଜଳ ଦେଲେ ତୃଷିତ

କିଞ୍ଚିତ ସୁଶୀତଳ ଜଳ ଦେଲେ ତୃଷିତ ତରୁ ତୃଣେ ସେହି ଜଳ ପଡ଼େ ଯାଇ ଦାରୁବ୍ରହ୍ମ ପଙ୍କଜ ମୁଖରେ ଅଶେଷ କୃପା ଢାଳେ ଅପଲକ ହରି ଚକାଡୋଳା ସେହି ଅବଢ଼ାକୁ ସୃଷ୍ଟି ସ୍ଥିତି ଲୟ ଭୁଞ୍ଜନ୍ତି ସୁଖରେ

No comments:

Post a Comment