Monday, 9 June 2025

କୁଆଡେ ଗଲେ ସେହି ମୁରଲୀ

କୁଆଡେ ଗଲେ ସେହି ମୁରଲୀ ଫୁଙ୍କା ଭେଟ କିବା ହେଵ ନାହିଁ ଲାଗଇ ଶଙ୍କା ଭକ୍ତ ଘରଣୀ ହାତ ରନ୍ଧା ତାଙ୍କୁ ସୁଆଦ ଲୋଟନ୍ତି ଛନ୍ଦାପାଦେ ମୋ ମନ ରଙ୍କା

No comments:

Post a Comment