Monday, 9 June 2025

ମୋହର ବୋଲ ନ ମାନି ଆଲୋ ମିତଣୀ

ମୋହର ବୋଲ ନ ମାନି ଆଲୋ ମିତଣୀ ଯଦି ତୁହି ଯିବୁ ଲୋ ଯମୁନା ପାଣି ଆଣିକି ପଛରେ ନ କହିବୁ ମୋ ଚିତ୍ତ ଚୋରି କଲା ଶ୍ୟାମା ପୂଜିଥିଲେ ଭେଟିବୁ ବେଣୁ ପାଣିକି

No comments:

Post a Comment