Sunday, 8 June 2025

ରଙ୍ଗ ମଞ୍ଚ ସଜା କଳାକାର

ରଙ୍ଗ ମଞ୍ଚ ସଜା କଳାକାର ବେଶ କଳା ଚାତୁରୀ ହେ ଗୋପାଳ ବାଳ ତୋତେ କେବା ଯିବ ବଳି ଚିତ୍ତ ବିକି ମୁମୁକ୍ଷୁ ତୋ ଛନ୍ଦାପାଦରେ ଲୋଟେ ଏଡ଼େ ମନଲୋଭା କାଳୀୟ ଦଳନ ବନମାଳୀ

No comments:

Post a Comment