Sunday, 8 June 2025

ପୂଜା ସରିବା ମାତ୍ରେ ମାଟି ବିଗ୍ରହ

ପୂଜା ସରିବା ମାତ୍ରେ ମାଟି ବିଗ୍ରହ ଲୋକେ ଜଳରେ ଦିଅନ୍ତି ଭସାଇ ତୋତେ ଛାଡ଼ି କିଏ ଆଉ ନିଜର ହେ ହରି ସବୁତ ଏଠି କଂସେଇ

No comments:

Post a Comment