Monday, 2 June 2025

ଶ୍ରୀଗୋବିନ୍ଦଙ୍କୁ ସବୁଠାରୁ ଅଧିକ ଭଲ ପାଇଣ ବସିଲେ

ଶ୍ରୀଗୋବିନ୍ଦଙ୍କୁ ସବୁଠାରୁ ଅଧିକ ଭଲ ପାଇଣ ବସିଲେ ଅତି ଭଲ ଲାଗଇ ସତ୍ୟ ଧର୍ମ ଶାନ୍ତି ଦୟା କ୍ଷମା ପ୍ରେମ ଅଭୟ ଛନ୍ଦାପାଦକୁ ନିରନ୍ତର ହୃଦୟରେ ଥୋଇଥିଲେ ଅତିଷ୍ଟ ହୋଇ ତେଜନ୍ତି ଷଡ ବିକାର କେଡେ ଆରାମ

No comments:

Post a Comment