A flower with 4 petals
Monday, 9 June 2025
ଭକ୍ତକୁ ଆପଣା ଶିରରେ ବହିଥାଉ
ଭକ୍ତକୁ ଆପଣା ଶିରରେ ବହିଥାଉ ତେଣୁ ତୋହର ପ୍ରିୟ ନାମଟି ଚିନ୍ତାମଣୀ ପ୍ରତି ଜୀବ ନାମ ଜାଣୁ ପ୍ରତି ଭକ୍ତକୁ ନାମ ଧରି ଡାକୁ ନାମ ତୋ ବେଣୁପାଣି ଭକ୍ତକୁ ଅଭୟ ଦେଉ ବଳିଆର ବେନି ଭୁଜ ପ୍ରସାରି ତେଣୁ ନାମ ଦାରୁବ୍ରହ୍ମ ଭକ୍ତକୁ ଛନ୍ଦାପାଦରେ ଦେଉ ଆନନ୍ଦ ତେଣୁ ନାଁ କାଳୀୟ ଗଞ୍ଜନ ନୀଳମଣି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment