ଏହି ଜୀବନ ପାଣି ଫୋଟକା କିବା ଭରଷା
ଚିତ୍ତକୁ ଥୁଅ କୃଷ୍ଣ ଚରଣ କମଳ ପାଖୁଡ଼ାରେ
କିଏ କହିବ ମଧୁର କିଏ କହିବ କଟୁ ସାହିଯା
ଏହି ମାୟା ସଂସାର ଏକ ଯାତ୍ରା ଆଖଡ଼ାରେ
No comments:
Post a Comment