Friday, 13 June 2025

ସଞ୍ଜ ନଇଁଲେ ପେନ୍ଥା ପେନ୍ଥା ଫୁଟେ ହେନା ଫୁଲ

ସଞ୍ଜ ନଇଁଲେ ପେନ୍ଥା ପେନ୍ଥା ଫୁଟେ ହେନା ଫୁଲ ସୂର୍ଯ୍ୟ ଉଇଁଲେ ଫୁଟେ ନାଲି ମନ୍ଦାର ଥାକ ଥାକ ନିତି ଫୁଟନ୍ତି ନିତି ଝଡନ୍ତି ନିତି ବିତରନ୍ତି ରୂପ ବାସ ଆହାଃ କେଡେ ଉଦାର ତୁମେ ହେ ଚକ୍ଷୁ ଅପଲକ

No comments:

Post a Comment