A flower with 4 petals
Tuesday, 3 June 2025
ମହାକାଳୀ ଦିଗମ୍ବରା ଖଣ୍ଡା ଖର୍ପର ଛିନ୍ନ
ମହାକାଳୀ ଦିଗମ୍ବରା ଖଣ୍ଡା ଖର୍ପର ଛିନ୍ନ ମସ୍ତକ ବରାଭୟ ହସ୍ତ ମହାଲକ୍ଷ୍ମୀ କମଳ ବାସିନୀ କଟିରେ ସୁବର୍ଣ୍ଣ କୁମ୍ଭ ପୂର୍ଣ୍ଣ ଧାନରେ ମହାସରସ୍ବତୀ ମରାଳ ବାହିନୀ ଶୁଭ୍ରବସ୍ତ୍ରା ବୀଣା ରୁଦ୍ରାକ୍ଷ ଧରା ଏକ ଅଙ୍ଗରେ ବେଦମାତା ଗାୟତ୍ରୀ ଯୋଗୀ ଜପଇ ଧ୍ୟାନରେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment