Wednesday, 4 June 2025

ଦୟା ରୂପରେ ପ୍ରଭୁ ଅପଲକ

ଦୟା ରୂପରେ ପ୍ରଭୁ ଅପଲକ ଚକାଡୋଳା ନିରନ୍ତର ସକଳ ହୃଦୟ ପଦ୍ମରେ ଥାନ୍ତି ବସି ତିଳେ ଆଶା ନ ରଖି ଅନାଥକୁ କିଛି ଦେଲେ ବହୁତ ଖୁସି ହୋଇଯାଆନ୍ତି ମୋହନ ବଂଶୀ

No comments:

Post a Comment