Sunday, 8 June 2025

ତୁମ୍ଭେ ପରୀକ୍ଷା ତୁମ୍ଭେ ହିଁ ପ୍ରଶ୍ନ ତୁମ୍ଭେ ମଧ୍ୟ ପ୍ରଶ୍ନ ଉତ୍ତର

ତୁମ୍ଭେ ପରୀକ୍ଷା ତୁମ୍ଭେ ହିଁ ପ୍ରଶ୍ନ ତୁମ୍ଭେ ମଧ୍ୟ ପ୍ରଶ୍ନ ଉତ୍ତର ଆତ୍ମା ସାକ୍ଷାତ ରହିତ ଜୀବ ପ୍ରଶ୍ନ ନ ବୁଝି ହୁଅଇ କାତର ତୁମ୍ଭେ ଶ୍ରେଣୀ କକ୍ଷ ତୁମ୍ଭେ ହିଁ ଶିକ୍ଷକ ତୁମ୍ଭେ ହିଁ ପ୍ରଶିକ୍ଷଣ ବ୍ରହ୍ମ ଜ୍ଞାନ ରହିତ ଜୀବ ଲେଖି ନ ଜାଣଇ ପ୍ରେମ ପତର

No comments:

Post a Comment