Sunday, 8 June 2025

ବିଶୁଦ୍ଧ ପ୍ରେମ ହୋଇ ତୁହି ହେ ଗୋବିନ୍ଦ

ବିଶୁଦ୍ଧ ପ୍ରେମ ହୋଇ ତୁହି ହେ ଗୋବିନ୍ଦ ବାନ୍ଧୁ ପରମାଣୁ ଅଣୁ ପ୍ରାଣ ପ୍ରତିଷ୍ଠା କରିବାକୁ ମୋହନ ହୋଇ ବଜାଉ ମଧୁର ବେଣୁ ଶୁଣି ସେହି ସୁଧା ଧ୍ୱନି ଦେହ ତେଜି ମନ ଭ୍ରମର ଡେଣା ଚଞ୍ଚଳ ଚୁମିବାକୁ କମଳା ସେବିତ କୃଷ୍ଣ ଛନ୍ଦା ପାଦ ପଙ୍କଜ ବ୍ରହ୍ମ ରେଣୁ

No comments:

Post a Comment