Friday, 13 June 2025

ମୋ ହୃଦୟ ଗୋଟି ବାଡ଼ି ଗଡିଆ ତୁଠ ହେଲେ

ମୋ ହୃଦୟ ଗୋଟି ବାଡ଼ି ଗଡିଆ ତୁଠ ହେଲେ ତୁମ୍ଭେ ଚନ୍ଦ୍ରଚୂଡ଼ଙ୍କ ଜଟାରୁ ଝରି ପଡୁଥିବା ଗଙ୍ଗା ସଂସାରୀର ଅନେକ ପାପରେ ମୁହିଁ ସଦା ଦୂଷିତ ତୁମ୍ଭେ ଚଳା ଅଖିଳ ସଂସାର ମୁହିଁ ଜୀବନ ଡଙ୍ଗା

No comments:

Post a Comment