Thursday, 5 June 2025

ଏହି ପାତକୀ ଜୀବନ ଭରିଯାଇଥିଲା ଘୋର ଅନ୍ଧାରରେ

ଏହି ପାତକୀ ଜୀବନ ଭରିଯାଇଥିଲା ଘୋର ଅନ୍ଧାରରେ ମୁହିଁ ମହାପତିତ ସମୟ ବଞ୍ଚୁଥିଲି ସୀମାହୀନ ଅଶାନ୍ତିରେ ସେହି ଓଁ ଶ୍ରୀ ସାଇରାମ କଳି ଅବତାର ସ୍ୱୟଂ ଚକାଡୋଳା ମୋ ହୃଦୟ ଭରିଦେଲେ ଯେତେ ଶାନ୍ତି ତାଙ୍କ ପ୍ରଶାନ୍ତିରେ

No comments:

Post a Comment