Thursday, 5 June 2025

ଏହି ଜୀବନ ଥିଲା ମହାରୌଦ୍ର ପ୍ରପୀଡ଼ିତ ଏକ ମୁର୍ଗର ତୃଷ୍ଣା

ଏହି ଜୀବନ ଥିଲା ମହାରୌଦ୍ର ପ୍ରପୀଡ଼ିତ ଏକ ମୁର୍ଗର ତୃଷ୍ଣା ଏହି ମହାପତିତର ସମୟ ବିତୁଥିଲା ସୀମାହୀନ ଅଶାନ୍ତିରେ ସେହି ଓଁ ଶ୍ରୀ ସାଇରାମ ନର ଦେହେ ଦାରୁବ୍ରହ୍ମ ଚକାଡୋଳା ମୋ ସବୁ ଶୁନ୍ୟତାକୁ ଭରିଦେଲେ ଯେତେ ଶାନ୍ତି ପ୍ରଶାନ୍ତିରେ

No comments:

Post a Comment