Saturday, 7 June 2025

ଗ୍ରାମ ପଥର ମନ୍ଦିରରେ ତୁହି ମାଆ ରାମଚଣ୍ଡୀ

ଗ୍ରାମ ପଥର ମନ୍ଦିରରେ ତୁହି ମାଆ ରାମଚଣ୍ଡୀ ଏହି ମୋ ହୃଦୟ ମନ୍ଦିରରେ ତୁହି ମୋ ବୋଉ ଆକୁଳେ କେତେ କାନ୍ଦିବି ହେଲୁ ତୁହି ପାଷାଣୀ ପଣତ କାନିରେ ଆଖିର ଲୁହ ପୋଛିବୁନି ଆଉ

No comments:

Post a Comment