Saturday, 7 June 2025

ହରି କଥା ହରି କଥା ହରେ ସକଳ ହୃଦୟ ବେଦନା

ହରି କଥା ହରି କଥା ହରେ ସକଳ ହୃଦୟ ବେଦନା ମୋ ବାୟା ପାଗଳା ମନରେ ନିରନ୍ତର ସ୍ମରଣ କରୁଥା ହରି ପିତା ହରି ମାତା ହରି ସଖା ହରି ଭାଇ ଭଉଣୀ ଭକତ ଧନ ଭାବଗ୍ରାହୀ ଛନ୍ଦାପାଦରେ ଚିତ୍ତ ଥୋଇଥା

No comments:

Post a Comment