Saturday, 7 June 2025

ଆନନ୍ଦ କନ୍ଦ ସେହି ମଧୁର ମୋହନ କାଳୀୟ ଦଳନ ରୂପ

ଆନନ୍ଦ କନ୍ଦ ସେହି ମଧୁର ମୋହନ କାଳୀୟ ଦଳନ ରୂପ ଅଭୟ ଛନ୍ଦା ପାଦ ତଳେ ଅମାପ ଅଣ୍ଡାଳି ଅଣ୍ଡାଳି ଖାଉଥା ଉଦର ଭରି ଶରୀର ଇନ୍ଦ୍ରିୟ କ୍ଲାନ୍ତି ଉପଶମ ହୋଇଯିବେ କୃଷ୍ଣ ଲୀଳା ସୁଧା ସଂସାରୀ ମଣିଷକୁ କିଛି ବାଣ୍ଟି ଦେଉଥା

No comments:

Post a Comment