Monday, 9 June 2025

କୁକୁଡା ଅଳିଆ ଗଦାରୁ

କୁକୁଡା ଅଳିଆ ଗଦାରୁ ସଂଗ୍ରହ କରେ ତା ଖାଦ୍ୟ ଜୀବ ଶ୍ରେଷ୍ଠ ମଶିଷ ଖୋଜେ ଖାଦ୍ୟ କୁକୁଡାରେ ପାଞ୍ଚ ଭୂତରେ ନିର୍ମିତ ଏହି କୋଟି କୋଟି ବ୍ରହ୍ମାଣ୍ଡ ସର୍ବେ ତୁଷ୍ଟ ଚକାଡୋଳାଙ୍କ ମୁଖ ପଦ୍ମ ପାଖୁଡ଼ାରେ

No comments:

Post a Comment