Monday, 9 June 2025

କଳା ସାଆନ୍ତା ହୋ ତୁମ୍ଭ ବଳିଆର ଭୂଜରେ ଯେତେ ବଳ

କଳା ସାଆନ୍ତା ହୋ ତୁମ୍ଭ ବଳିଆର ଭୂଜରେ ଯେତେ ବଳ ତୁମ୍ଭେ ଜିତି ଜିତାଇଦେଲ ମହାଭାରତ ସମ ବିଶାଳ ଯୁଦ୍ଧ କଳା ସାଆନ୍ତା ହୋ ତୁମ୍ଭ ଛନ୍ଦାପାଦରେ ଶରଣ ଦେଇଦିଅ ଇନ୍ଦ୍ରିୟ ବିକାର ଭୟରେ ନାନାଦି କୁକର୍ମ କରିବାବୁ ବାଧ୍ୟ

No comments:

Post a Comment