Sunday, 8 June 2025

ଇନ୍ଦ୍ରିୟମାନଙ୍କ ଗହଳିରେ କିବା ସାଧନା

ଇନ୍ଦ୍ରିୟମାନଙ୍କ ଗହଳିରେ କିବା ସାଧନା ବିକାର ସହିତକି ବାଇଶିପାହାଚ ଚଢ଼ିବୁ ନିଜେ ଧରା ଦେଲେ ସିନା କୃଷ୍ଣଙ୍କୁ ଧରିବୁ ଥରୁଟେ ଛୁଇଁ ଦେଲେ ଝୁରି ଝୁରି ମରିବୁ

No comments:

Post a Comment