Monday, 2 June 2025

ନନ୍ଦୀଘୋଷ ରଥ ଉପରେ ଦେଖ କମଳା ବର

ନନ୍ଦୀଘୋଷ ରଥ ଉପରେ ଦେଖ କମଳା ବର ତାଙ୍କ ପାଶକୁ ଦେବାକୁ ଦିଅନ୍ତିନି ପଣ୍ଡା ଅପାର ବରଷକେ ଥରୁଟେ ଏହି ମହା ଘୋଷ ଯାତରା ଖାଲି ଥରୁଟେ ଛୁଇଁ ଦିଅନ୍ତି ମନ ବଡ ଆତୁର

No comments:

Post a Comment