Tuesday, 10 June 2025

ଏହି ଦେହ ମନ ବଚନରେ କିଛିନା କିଛି ତ୍ରୁଟି

ଏହି ଦେହ ମନ ବଚନରେ କିଛିନା କିଛି ତ୍ରୁଟି ହେ ଗୋବିନ୍ଦ ମୁହିଁ ପତିତ ସଦା କରି ବସଇ ଦୋଷ ନ ଧରିବ ହେ ମଧୁର ମୋହନ ବଂଶୀ ହେ କ୍ଷମାନିଧି ଛନ୍ଦା ପାଦରେ ଶରଣ ପଶଇ

No comments:

Post a Comment