Tuesday, 10 June 2025

ଜଗନ୍ନାଥ ଚାରି ଅକ୍ଷର

ଜ : ଜଗନ୍ନାଥ ହିଁ ଜୀବର ଜୀବନ ବଢ଼ା ଅବଢ଼ା ଅନ୍ନ ଗ : ଜଗନ୍ନାଥ ହିଁ ଗଗନ ଭାସ୍କର ଇନ୍ଦୁ ପୁର୍ଣିମା ଜହ୍ନ ନା -ଜଗନ୍ନାଥ ହିଁ ନାରାୟଣ ଧର୍ମ ସଂସ୍ଥାପନ ପାଇଁ ଥ - ଜଗନ୍ନାଥ ହିଁ ଥକା ମନ ଚିନ୍ତିଲେ ହୃଦେ ଚନ୍ଦନ

No comments:

Post a Comment