Sunday, 19 October 2025

ଭେଟ ପାଇଲେ ମୁହିଁ ବଂଶୀ ବଦନଙ୍କୁ

ଭେଟ ପାଇଲେ ମୁହିଁ ବଂଶୀ ବଦନଙ୍କୁ ପଦ୍ମ ଛନ୍ଦା ଚରଣରେ ଲୋଟି ଯାଆନ୍ତି ଦେହ ମନ ମୋ ଅନାଥକୁ ସେବୁଥାନ୍ତୁ ଆତ୍ମବନ୍ଧୁ ପାଦ ଭକ୍ତି ଜଳରେ ଧୁଅନ୍ତି

No comments:

Post a Comment