Thursday, 30 October 2025

ଏକ ଚନ୍ଦ୍ରମାକୁ ଯେସନେ ତାରା ପୁଞ୍ଜ ବେଢନ୍ତି ରାତ୍ରିରେ

ଏକ ଚନ୍ଦ୍ରମାକୁ ଯେସନେ ତାରା ପୁଞ୍ଜ ବେଢନ୍ତି ରାତ୍ରିରେ ତେସନେ ତୋତେ ବେଡ଼ିଛନ୍ତି ହରିନାମ ସଙ୍କୀର୍ତ୍ତନ ଦଳ ବ୍ୟାଧି ଜରାଜୀର୍ଣ୍ଣ ଦେହକୁ ଘେରିଛନ୍ତି ଇନ୍ଦ୍ରିୟ ଷଢ଼ ରିପୁ କେସନେ ତୋତେ ଭେଟିବି ବାଇଶିପାହାଚ ଚଢ଼ି ନିର୍ବଳ

No comments:

Post a Comment