Thursday, 30 October 2025

ଆହେ ଗୋବିନ୍ଦ ଆହେ ବନମାଳୀ

ଆହେ ଗୋବିନ୍ଦ ଆହେ ବନମାଳୀ ଆହାଃ କେତେ କହୁ ତୋତେ ଅଭୟ ଛନ୍ଦା ଚରଣରେ ମୋତେ ଦେଇ ଦିଅନ୍ତୁ ଅଶରଣ ଶରଣ ଅତି ନିଦାରୁଣ କାଳଯମ ଅନୁକ୍ଷଣ ମୋତେ ଅନୁଧ୍ୟାବନ କରୁଅଛି ବାତ୍ୟାରେ ରମ୍ଭା ବୃକ୍ଷ ସମ ସମ୍ପେ ରାମ ଷଡ ରିପୁ ଛନ୍ତି ବେଢିଣ

No comments:

Post a Comment