Friday, 31 October 2025

ଜଗନ୍ନାଥଙ୍କ ବଂଶୀ ବଦନ ରୁପରେ ହଜ ମନ

ଜଗନ୍ନାଥଙ୍କ ବଂଶୀ ବଦନ ରୁପରେ ହଜ ମନ ବ୍ରହ୍ମଦାରୁ ଚକାଡୋଳାରେ ନିଜକୁ ଖୋଜିଯା ହରିନାମ ସଂକୀର୍ତ୍ତନରେ ନିରନ୍ତର ମଜ ମନ କୃଷ୍ଣ ଛନ୍ଦା ଚରଣ ହିଁ ପରମ ଆଶ୍ରୟ ବୁଝିଯା

No comments:

Post a Comment