Wednesday, 29 October 2025

ଦୁଲର୍ଭ ନର ଦେହରେ ଜୀବ ଆଜୀବନ ବାସ

ଦୁଲର୍ଭ ନର ଦେହରେ ଜୀବ ଆଜୀବନ ବାସ ଥରୁଟେ ହେଲେ ଆତ୍ମାକୁ ଦେଇଥାନ୍ତାକି ଚାହିଁ ଆଗୁ କିଛି ଖବର ନ ଦେଇ ଯମ ବାନ୍ଧିନେଲା ଜୀବ ପରମର ଭେଟ ହୋଇ ପାରିଲା ନାହିଁ

No comments:

Post a Comment