Monday, 27 October 2025

ଉଦ୍ଧାର କର ହେ ଚକାଡୋଳା ଇନ୍ଦ୍ରିୟଙ୍କ କବଳରୁ

ଉଦ୍ଧାର କର ହେ ଚକାଡୋଳା ଇନ୍ଦ୍ରିୟଙ୍କ କବଳରୁ ଅସ୍ଥିର ମନ କବଳରୁ ହେ ବ୍ରହ୍ମଦାରୁ ଉଦ୍ଧାର କର ଉଦ୍ଧାର କର ଷଢ଼ ରିପୁଙ୍କ କବଳରୁ ହେ ଅଧାଗଢା ସଂସାରୁ ଉଦ୍ଧରି ଛନ୍ଦା ପାଦେ ରଖ ହେ ବଂଶୀଧର

No comments:

Post a Comment