Wednesday, 29 October 2025

ନୟନେ ପଥରେ ଭୁଞ୍ଜିଲଇଁ ବନମାଳୀ

ନୟନେ ପଥରେ ଭୁଞ୍ଜିଲଇଁ ବନମାଳୀ ଶ୍ରବଣ ପଥରେ ପାନ କରିଲି ହରି ହରି ଗୋବିନ୍ଦ ଛନ୍ଦା ଚରଣରେ ଶୟନ କଲି ଆତ୍ମାକୁ ବ୍ରହ୍ମଦାରୁ ଶାଖାରେ ବାନ୍ଧି କରି

No comments:

Post a Comment