A flower with 4 petals
Tuesday, 28 October 2025
ତୋର ସୁଦର୍ଶନ ଚକ୍ର ଅତି ତୀକ୍ଷଣ ଯାହା ଧାର
ତୋର ସୁଦର୍ଶନ ଚକ୍ର ଅତି ତୀକ୍ଷଣ ଯାହା ଧାର ହେ କୃଷ୍ଣ ତହିଁରେ ତକ୍ଷଣ ଛେଦ ମୋ ଅହଂକାର ତୋର ଛନ୍ଦା ପାଦ ଭଵ ସଂସାର ପରମ ଆଶ୍ରୟ ସନ୍ତତ ଶରଣରେ ଥିବି ହେ କୃଷ୍ଣ ଏତେ କୃପାକର
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment