Tuesday, 28 October 2025

ଯାହା ଚିନ୍ତି ନ ଥିଲି ଯାଚି ତାହା ଦେଲେ ହେ ଗୋବିନ୍ଦ

ଯାହା ଚିନ୍ତି ନ ଥିଲି ଯାଚି ତାହା ଦେଲେ ହେ ଗୋବିନ୍ଦ ହେ ବାସୁଦେବ ମାଗିବା ଦରବକୁ ଅଣଦେଖା କଲେ ହେ ଗୋପାଳ ଶିଶୁ ଶେଷନାଗ ବାଟ କଢାଇ ନେଲେ ହେ ବ୍ରହ୍ମଦାରୁ ଛନ୍ଦା ଚରଣରେ ରାମକୁ ଜିମା ଦେଲେ

No comments:

Post a Comment