A flower with 4 petals
Wednesday, 29 October 2025
ଖୋଲିଦିଅନ୍ତୁ ଅତି ଦୃଢ଼ ମାୟାର ବନ୍ଧନ
ଖୋଲିଦିଅନ୍ତୁ ଅତି ଦୃଢ଼ ମାୟାର ବନ୍ଧନ ବ୍ରହ୍ମଦାରୁଙ୍କୁ ନ ଶୁଭେକି ମୋହର କ୍ରନ୍ଦନ ଉଦ୍ଧରିଲ ଗଜକୁ କୁମ୍ଭୀର ଦାନ୍ତ ଜାବରୁ ଆରତ୍ତ ନାଶନ ବୋଲି ଜଗତେ ବନ୍ଦନ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment