Saturday, 25 October 2025

ନୀଳ ଜିମୂତ ଶରୀର ଏକା ହିଁ ମୋହର ସମ୍ବଳ

ନୀଳ ଜିମୂତ ଶରୀର ଏକା ହିଁ ମୋହର ସମ୍ବଳ ନନ୍ଦ ବାଳ ଗୋପାଳ ଅଧରରେ ମଧୁର ବଂଶୀ ଛନ୍ଦା ଚରଣ ତ୍ରିଭଙ୍ଗ ଏକା ହିଁ ମୋହର ସମ୍ବଳ ବ୍ରହ୍ମଦାରୁରେ ବସା ବାନ୍ଧିବ ଝୁରେ ମନ ହଂସୀ

No comments:

Post a Comment