A flower with 4 petals
Tuesday, 28 October 2025
କଳା ଶ୍ରୀମୁଖ ଯେଉଁ ଦରଦ ଆଖିରେ ଚାହିଁଲେ ମୋତେ
କଳା ଶ୍ରୀମୁଖ ଯେଉଁ ଦରଦ ଆଖିରେ ଚାହିଁଲେ ମୋତେ ବଉଳ ଲୋ ଆଉ ଏମିତି କେହି ଚାହିଁ ନ ଥିଲେ ସତରେ ଯେତେ ବଡ଼ ଦୁଃଖ ସେତେ କଳା ଶ୍ରୀମୁଖ ମୋ ପାଖରେ ବଉଳ ଲୋ ଆଉ ଏମିତି କେହି ନାହିଁ ବନ୍ଧୁ ଜଗତରେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment