Thursday, 30 October 2025

ଉଷା ସମୟରେ ସ୍ମରଣ କଲେ ଅଧାଗଢା ଦାରୁବ୍ରହ୍ମ

ଉଷା ସମୟରେ ସ୍ମରଣ କଲେ ଅଧାଗଢା ଦାରୁବ୍ରହ୍ମ ସ୍ନାନ ଜଳରେ ଲକ୍ଷ୍ମୀକାନ୍ତ ପଦ୍ମନାଭ ଦର୍ଶନ ସୁଲଭ ଗୋଧୂଳି ସମୟରେ ଅନୁସରଣ କଲେ ହରି ଦାସ ନୀଳଚକ୍ରରେ ପତିତପାବନ ନେତ ଦର୍ଶନ ବିଭବ

No comments:

Post a Comment