Friday, 31 October 2025

ଏହି ପିଣ୍ଡରେ ପ୍ରାଣ ପବନ ବହୁ ବହୁ

ଏହି ପିଣ୍ଡରେ ପ୍ରାଣ ପବନ ବହୁ ବହୁ କୃଷ୍ଣ ଛନ୍ଦା ଚରଣ ଲଭୁ ମୋ ହୃଦୟ ଭକ୍ତି ଲୁହରେ କୃଷ୍ଣ ଚରଣ ପଖାଳିବି ମୋହନବଂଶୀ ମୁଖ ହୁଅ ହେ ସଦୟ

No comments:

Post a Comment