A flower with 4 petals
Monday, 27 October 2025
ପ୍ରାଣ ମିତଣୀରେ
ପ୍ରାଣ ମିତଣୀରେ କି ଶୋଭା ଗୋ ଆଜ ନିକୁଞ୍ଜ ନନ୍ଦ ନନ୍ଦନ ବିଶାଳ ହୃଦରେ ବୃଷଭାନୁ ଜେମା ଅମାବାସ୍ୟା ରାତିରେ ଉଇଁଛି ପୂର୍ଣ୍ଣିମାର ଚନ୍ଦ୍ରମା ଯୁଗଳ ପାଦ ପଦ୍ମରେ ପ୍ରାଣ ପବନ କଲି ଜମା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment