Monday, 27 October 2025

ଆହାଃ ପହଣ୍ଡି ବିଜୟର ଶୋଭା

ଆହାଃ ପହଣ୍ଡି ବିଜୟର ଶୋଭା କିଏ ମୁଖରେ ଭଣିବ ରୁକ୍ମଣୀ ହୃଦୟ ଭକ୍ତ ଗହଳିରେ ବନମାଳୀ ବାସୁଦେବ ହଲି ଝୁଲି ବୁଲି ଆକାଶ ବସୁଧା ପାତାଳକୁ ନିରେଖନ୍ତି କାଳେ କେଉଁ ଚାତକି ଅପେକ୍ଷା ଉପେକ୍ଷା ହୋଇଯିବ

No comments:

Post a Comment